ଭୋଟର୍‌ ତାଲିକାରୁ ବାଦ୍‌ ପଡ଼ିଲେ ୫୪ ମତଦାତା : ଆମରଣ ଅନଶନ ପାଇଁ ଚେତାବନୀ

ଭଦ୍ରକ: ସାମ୍ବିଧାନିକ ଅଧିକାର ପାଇଁ ଭଦ୍ରକ ବ୍ଲକ କେଦାରପୁର ପଞ୍ଚାୟତ ରସାଳପୁର ଗ୍ରାମର ଅନେକ ଗ୍ରାମବାସୀ ଆମରଣ ଅନଶନ କରିଵା ପାଇଁ ଚେତାବନୀ ଦେଇଛନ୍ତି। ଗ୍ରାମର ୫୪ ଜଣଙ୍କ ନାମ ଭୋଟର ତାଲିକାରୁ ବାଦ ପଡିବାରୁ ଅସନ୍ତୋଷ ଜାହିର କରିଛନ୍ତି ଗ୍ରାମବାସୀ। ସୂଚାନୁଯାଇ ଭଦ୍ରକ ବ୍ଲକ କେଦାରପୁର ଗ୍ରାମପଞ୍ଚାୟତର ଏକ ନମ୍ବର ୱାର୍ଡ ପରିବିନ୍ଧା ରସାଳପୁର ଗ୍ରାମର ୫୪ ଜଣ ଭୋଟର ପଞ୍ଚାୟତ ଭୋଟର ତାଲିକାରୁ ବାଦ ପଡିଛନ୍ତି। ଗ୍ରାମବାସୀଙ୍କ … Continue reading ଭୋଟର୍‌ ତାଲିକାରୁ ବାଦ୍‌ ପଡ଼ିଲେ ୫୪ ମତଦାତା : ଆମରଣ ଅନଶନ ପାଇଁ ଚେତାବନୀ